ରାଜ୍ୟରେ ଆଉ ୨୦୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧ କେନ୍ଦ୍ରରୁ ୧୯୨ ଓ ସ୍ଥାନୀୟ ଅଞ୍ଚଳରୁ ୧୪ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି, ୨୦୮୭ ଜଣ ଚିକିତ୍ସାଧୀନ, ୪୯୪୬ ସୁସ୍ଥ, ମାଲକାନଗିରିରୁ ସର୍ବାଧିକ ୩୬, ଯାଜପୁରରୁ ୨୮, କୋରାପୁଟରୁ ୧୮, କଟକ ଓ ଜଗତସିଂହପୁରରୁ ୧୭ ଜଣ ଲେଖାଏଁ ଚିହ୍ନଟ