ରାଜ୍ୟରେ ଆଉ ୨ ଜଣ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୃତକ ଗଞ୍ଜାମ ଜିଲ୍ଲାର ୪୮ ଓ ୩୯ ବର୍ଷୀୟ ମହିଳା କିଡ୍‌ନୀ ରୋଗରେ ପୀଡ଼ିତ ଥିଲେ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୫ ଓ ଗଞ୍ଜାମରେ ୧୪କୁ ବୃଦ୍ଧି