କାଲିଠୁ ରାଜ୍ୟରେ ଅଫ୍‌ଲାଇନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବ ଦୋକାନ, ଇ-ଟୋକନ୍‌ ନେଇ ଦୋକାନରୁ ଆଣି ପାରିବେ ମଦ, http://osbc.co.in ରେ ମିଳିବ ଇ-ଟୋକନ୍‌, ମଦ ଦୋକାନରେ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ, ଧାର୍ଯ୍ୟ ମୂଲ୍ୟ ଅନୁସାରେ କାଉଣ୍ଟରରେ ମିଳିବ ମଦ