ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଭିନବ ପଦକ୍ଷେପ, ଭିଡିଓ ମାଧ୍ୟମରେ ପାଠ ପଢ଼ିବେ +୨ ଛାତ୍ରଛାତ୍ରୀ, ଜୁଲାଇ ୧ ଓ ୨ରେ ଅଧ୍ୟାପକଙ୍କ କର୍ମଶାଳା କରାଯିବ, ୨ ଦିନିଆ କର୍ମଶାଳାରେ ପ୍ରସ୍ତୁତିକୁ ଲକ୍ଷ୍ୟ କରି ଭିଡିଓ କରାଯିବ, ଭିଡିଓକୁ ଦୀକ୍ଷା, ସାମ୍‌ସ ଓ ଶିକ୍ଷା ସଂଯୋଗ ପୋର୍ଟାଲରେ ଅପଲୋଡ ହେବ

Leave a Reply

Your email address will not be published. Required fields are marked *