ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ରୋଗୀ ସେବା ବନ୍ଦ, ଚିକିତ୍ସା କେନ୍ଦ୍ରରେ ଓଟି, ରେଡିଓ ଥେରାପି ଓ କେମୋ ଥେରାପି ବନ୍ଦ, ଚିକିତ୍ସା ନ ପାଇ ଘରକୁ ଫେରୁଛନ୍ତି ଶହଶହ କର୍କଟ ରୋଗୀ