୨୧୫ ପ୍ରବାସୀ ଓଡ଼ିଆଙ୍କୁ ନେଇ ଶାରଜାରୁ ଭୁବନେଶ୍ବର ଆସୁଛି ସ୍ବତନ୍ତ୍ର ବିମାନ। ଆଜି ରାତି ୧୦ଟାରେ ପହଞ୍ଚିବ ବିମାନ। ଦୁବାଇ ଓଡ଼ିଆ ସମାଜକୁ ଏଥିପାଇଁ ଧନ୍ୟବାଦ ଜଣାଇଲେ ଓଡ଼ିଆ ପାଇଲଟ ମଧୁସ୍ମିତା ପଟ୍ଟନାୟକ