ଅନୁଗୁଳ ଜିଲ୍ଲାର ପ୍ରଥମ କୋରୋନା ରୋଗୀ ମୃତ, ମୃତକ ଜଣକ ନାଲକୋର ଜଣେ ଡିଜିଏମ ପାହ୍ୟା ଅଧିକାରୀ, ସୂଚନା ଦେଲେ ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି, ମୃତକ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବାରୁ ଲୋକେ ଭୟଭୀତ