ନୟାଗଡ଼ ଦର୍ପନାରାୟଣପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଲୁଟ୍‌ ମାମଲା, ଅଭିଯୁକ୍ତ ସୁନା ବ୍ୟବସାୟୀ ଅଶୋକ ମହାରଣାଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟ, ଡକାୟତଙ୍କଠାରୁ ଲୁଟ୍‌ ସୁନା କିଣିବା ପରେ ଫେରାର ଥିଲେ ଅଶୋକ