କଟକ ଆଠଗଡ଼ ଏନ୍ଏସିର ସମସ୍ତ ୧୮ଟି ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ, ଆଜିଠୁ ଶୁକ୍ରବାର ସକାଳ ୬ଟା ଯାଏ କଣ୍ଟେନମେଣ୍ଟ ଜୋନ ଘୋଷିତ, ଆଠଗଡ଼ SDPO କୋରୋନା ପଜିଟିଭ ଚିହ୍ନଟ ପରେ ଉପଜିଲ୍ଲାପାଳଙ୍କ ପଦକ୍ଷେପ