ଜୁଲାଇ ମାସରେ ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌, VPN ସୁବିଧା ଥିଲେ ଘରେ ଥାଇ କାମ କରିବେ କର୍ମଚାରୀ, ଘରେ କାମ କରୁଥିବା କର୍ମଚାରୀଙ୍କୁ ବାହାରକୁ ଯିବାକୁ ବାରଣ କଲେ ସରକାର, ଡାକିବା ମାତ୍ରେ ଅଫିସ ଆସିବାକୁ ପ୍ରସ୍ତୁତ ରହିବେ ସରକାରୀ କର୍ମଚାରୀ