ଆଜି ରାତି ୯ଟାରୁ ପୁରୀ ଜିଲ୍ଲାକୁ ସବୁ ବସ୍‌ ଓ ଟ୍ରେନ୍‌ ଚଳାଚଳ ବନ୍ଦ, ବାହୁଡ଼ା ରଥଯାତ୍ରା ଓ ସୁନାବେଶ ବେଳେ ଭିଡ଼ ଆଶଙ୍କା ଦୃଷ୍ଟିରୁ SRCଙ୍କ ନିର୍ଦେଶ, ଜୁଲାଇ ୨ ତାରିଖ ରାତି ୧୧ଟା ୩୦ ଯାଏ ଜାରି ରହିବ କଟକଣା