ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସକୁ ଝଟ୍‌କା, କାଲିଠୁ ୬ ମାସ ପାଇଁ ୟୁରୋପକୁ ପାକିସ୍ତାନୀ ବିମାନ ମନା, ସୁରକ୍ଷା କାରଣରୁ ଉଡ଼ାଣ ବାତିଲ କଲା EU ବିମାନ ନିରାପତ୍ତା ସଂସ୍ଥା