ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲା, ସୁନ୍ଦରଗଡ଼ ବୀରମିତ୍ରପୁର IIC ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ବହିଷ୍କାର କଲେ ପୋଲିସ ଡିଜି ଅଭୟ, ଆନନ୍ଦଙ୍କ କାର୍ଯ୍ୟକଳାପ ଲଜ୍ଜାଜନକ ଥିବା DGPଙ୍କ ଟ୍ବିଟ୍‌, ପୀଡ଼ିତାଙ୍କୁ କ୍ଷମା ପ୍ରାର୍ଥନା କଲେ ପୋଲିସ ଡିଜି