ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧୭ ହଜାର ୪୦୦କୁ ବୃଦ୍ଧି, ମୋଟ ଆକ୍ରାନ୍ତ ସଂଖ୍ୟା ୫ ଲକ୍ଷ ୮୫ ହଜାର ୪୯୩କୁ ବୃଦ୍ଧି, ୨୪ ଘଣ୍ଟାରେ ୧୮ ହଜାର ୬୫୩ ଜଣ ଆକ୍ରାନ୍ତ, ୫୦୭ ମୃତ, ୨ ଲକ୍ଷ ୨୦ ହଜାର ୧୧୪ ଚିକିତ୍ସିତ, ୩ ଲକ୍ଷ ୪୭ ହଜାର ୯୭୮ ସୁସ୍ଥ