ନବରଙ୍ଗପୁର ଜିଲ୍ଲାରେ ସପ୍ତାହକୁ ୨ ଦିନ ହେବ ସଟ୍‌ଡାଉନ୍‌, ଜୁଲାଇ ୩୧ ଯାଏ ସବୁ ଶନିବାର ଓ ରବିବାର ହେବ ସଟ୍‌ଡାଉନ୍‌, ସକାଳ ୭ଟାରୁ ଦିନ ୨ଟା ଯାଏ ଖୋଲା ରହିବ ଦୋକାନ