ଭୁବନେଶ୍ବରରେ ୧୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୭ ସୁସ୍ଥ, ସଂଗରୋଧ କେନ୍ଦ୍ରରୁ ୪ ଓ ସ୍ଥାନୀୟ ଅଞ୍ଚଳରୁ ୮ ଜଣ ଚିହ୍ନଟ, ଡୁମୁଡୁମା ରଘୁନାଥ ନଗର ବସ୍ତିରୁ ୨ ଆକ୍ରାନ୍ତ ଚିହ୍ନଟ, ଡୁମୁଡୁମା ସୁଖ ବିହାର ବସ୍ତିରୁ ଜଣେ ଆକ୍ରାନ୍ତ ଚିହ୍ନଟ, ଶ୍ରୀରାମ ନଗରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ପଜିଟିଭ

ନୀଳାଦ୍ରି ବିହାରରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ଜାଗମରା ଓ ୟୁନିଟ୍‌-୨ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୩୨କୁ ବୃଦ୍ଧି , ୧୯୨ ଆକ୍ରାନ୍ତ ସୁସ୍ଥ, ୧୩୫ ଆକ୍ରାନ୍ତ ଚିକିତ୍ସିତ, ୪ ମୃତ