ଭୁବନେଶ୍ବର ଅଶୋକ ମାର୍କେଟରେ BMC ଓ BDAର ମିଳିତ ଚଢ଼ାଉ, ୩ଟି ସୋ ରୁମ୍‌ ମାକ୍ସ, ଶ୍ରୀଲେଦର୍ସ ଓ ପଣ୍ଡା ଟ୍ରାଭେଲ ମାର୍ଟରେ ଚଢ଼ାଉ, କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଜୋରିମାନା, ଜାଗମରାରେ ଚାଲୁଥିବା ଏକ ଜିମ୍‌କୁ ସିଲ୍‌ କଲା ପ୍ରଶାସନ, ନହରକଣ୍ଟାରେ ଥିବା ୨ଟି ହୋଟେଲକୁ ଜୋରିମାନା