ଡୁମୁଡୁମାରେ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂଆ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମୁଡୁମାରେ ଭୁବନେଶ୍ବର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନୂଆ କୋଠା ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂତନ କୋଠାରେ ଅଛି ସ୍ମାର୍ଟ କ୍ୟୁ ସମେତ ବହୁ ଅତ୍ୟାଧୁନିକ ବ୍ୟବସ୍ଥା ସ୍ମାର୍ଟ କ୍ୟୁ ବ୍ୟବସ୍ଥାରେ ସ୍ଲଟ ବୁକିଂ ପରେ ହିଁ କାଉଣ୍ଟରକୁ ଯିବେ ଲୋକେ

Leave a Reply

Your email address will not be published. Required fields are marked *