ଉତ୍ତରପ୍ରଦେଶ କାନପୁରରେ ୮ ପୋଲିସ କର୍ମଚାରୀ ସହିଦ. ଅପରାଧୀ ବିକାଶ ଦୁବେ ଓ ସହଯୋଗୀଙ୍କ ଗୁଳିମାଡ଼ରେ ସହିଦ, ବିକାଶ ଦୁବେକୁ ଧରିବାକୁ ଯିବା ବେଳେ ହୋଇଥିଲା ଗୁଳିମାଡ଼, ୪ ପୋଲିସ କର୍ମଚାରୀ ଆହତ, ଅପରାଧୀମାନେ ଫେରାର

Leave a Reply

Your email address will not be published. Required fields are marked *