ଗଞ୍ଜାମରୁ ସର୍ବାଧିକ ୨୮୩, କଟକରୁ ୮୧, ରାୟଗଡ଼ାରୁ ୭୬, ଖୋର୍ଦ୍ଧାରୁ ୨୬, ବରଗଡ଼ରୁ ୨୧, ବଲାଙ୍ଗିରରୁ ୧୯, ମୟୂରଭଞ୍ଜରୁ ୧୦, ସମ୍ବଲପୁରରୁ ୮, ଜଗତସିଂହପୁର ଓ କେନ୍ଦୁଝରରୁ ୬ ଜଣ ଲେଖାଏଁ ଚିହ୍ନଟ, କଳାହାଣ୍ଡିରୁ ୫, କୋରାପୁଟରୁ ୪ ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ, ଝାରସୁଗୁଡ଼ା ଓ କେନ୍ଦ୍ରାପଡ଼ାରୁ ୨ ଜଣ, ଭଦ୍ରକ ଓ ପୁରୀରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ

Leave a Reply

Your email address will not be published. Required fields are marked *