ରାଜ୍ୟରେ କୋରୋନା ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯିବ,ଦୈନିକ ୬ ହଜାର ପରୀକ୍ଷା ନେଇ ଟାର୍ଗେଟ, ବିଭିନ୍ନ ଲ୍ୟାବକୁ ବିଭିନ୍ନ ଜିଲ୍ଲା ବଣ୍ଟାଗଲା,ନିର୍ଦ୍ଦିଷ୍ଟ ଜିଲ୍ଲାର ପରୀକ୍ଷା ନିର୍ଦ୍ଦିଷ୍ଟ ଲ୍ୟାବ୍‌ କରିପାରିବେ,ରାଜ୍ୟକୁ ୫ ହଜାର ଆଣ୍ଟି ଜେନ୍‌ ମଗାଯାଇଛି, ଆବଶ୍ୟକ ହେଲେ ଅଧିକ ପରିମାଣର ମଗାଯିବ, ILS ନିର୍ଦ୍ଦେଶ ଅଜୟ ପରିଡ଼ାଙ୍କ ସୂଚନା

Leave a Reply

Your email address will not be published. Required fields are marked *