ଧବଳେଶ୍ୱର ପୀଠରେ ୪ ତାରିଖ ଦୀପାବଳି ଦିନ ଲାଗିବ ୧୪୪ ଧାରା

ଆଠଗଡ଼: ଧବଳେଶ୍ୱର ପୀଠରେ ପୁଣି ଲାଗିବ ୧୪୪ ଧାରା, ୪ ତାରିଖ ଦୀପାବଳି ଦିନ ଭୋର ୪ଟାରୁ ରାତି ୧୦ଟା ଯାଏଁ ଲାଗୁ ହେବ; କରୋନା କଟକଣା ଓ ଭିଡ଼ ଦୃଷ୍ଟିରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ

Leave a Reply

Your email address will not be published. Required fields are marked *