ଭୁବନେଶ୍ବରରୁ ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରେ ୨ କୋରୋନା ଯୋଦ୍ଧା । ସଂଗରୋଧ କେନ୍ଦ୍ରରୁ ୯ ଓ ସ୍ଥାନୀୟ ଅଞ୍ଚଳରୁ ୮ ଆକ୍ରାନ୍ତ, ବରଗଡ଼, ଝାରପଡ଼ା, ଭରତପୁରରୁ ଜଣେ ଲେଖାଏଁ ଚିହ୍ନଟ । ଘାଟିକିଆରେ ୨ କୋରୋନା ଆକ୍ରାନ୍ତ ଚିହ୍ନଟ । ୟୁନିଟ୍‌-୫, ପଳାସପଲ୍ଲୀ ଓ ସୁନ୍ଦରପଦାରୁ ଜଣେ ଲେଖାଏଁ ଚିହ୍ନଟ

Leave a Reply

Your email address will not be published. Required fields are marked *