ତେଲ ଦର କମିବାରୁ କମିଲା ବସ୍ ଭଡ଼ା; ଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା, ଏକ୍ସପ୍ରେସ ୯୬ରୁ କମି ୯୧, ଡିଲକ୍ସ ୧.୩୫ରୁ କମି ୧.୨୫ ହେଲା, ସେହିପରି ଏସି ଡିଲକ୍ସ ୧.୬୩ରୁ ୧.୫୩ ଓ ସୁପର ପ୍ରିମିୟମ ୨.୫୩ରୁ ୨.୩୮ ହେଲା

Leave a Reply

Your email address will not be published. Required fields are marked *