ଜୁଲାଇ ୨୫ ଯାଏ ବଢ଼ିଲା OJEE ଆବେଦନ ଅବଧି, ଜୁଲାଇ ୩୦ ପର୍ଯ୍ୟନ୍ତ ପରୀକ୍ଷା ଫି ଦାଖଲ କରିପାରିବେ ଛାତ୍ରଛାତ୍ରୀ, ପୂର୍ବରୁ OJEE ଆବେଦନର ଶେଷ ତାରିଖ ଜୁନ୍‌ ୩୦ ଯାଏ ଥିଲା, http://ojee.nic.in ୱେବ୍‌ସାଇଟ ଜରିଆରେ ମିଳିବ ସମ୍ପୂର୍ଣ୍ଣ ତଥ୍ୟ, ଓଜେଇଇ କର୍ତ୍ତୃପକ୍ଷଙ୍କ ସୂଚନା

Leave a Reply

Your email address will not be published. Required fields are marked *