କଟକ ତ୍ରିଶୂଳିଆ ପୋଲରୁ କାଠଯୋଡ଼ି ନଦୀକୁ ଡେଇଁଲେ ମାଆ-ଝିଅ, ନଦୀରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ, ମାଆ-ଝିଅଙ୍କ ଘର କଟକ ତୁଳସୀପୁରର ମଠସାହି ଅଞ୍ଚଳରେ, ଉଭୟଙ୍କ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ, ଘଟଣାସ୍ଥଳରୁ ସ୍କୁଟି ଜବତ କରିଛି ବାରଙ୍ଗ ଥାନା ପୋଲିସ

Leave a Reply

Your email address will not be published. Required fields are marked *