ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ହଲିସ, ଛତ୍ରପୁର ଓ ନରସିଂହପୁର ଗାଁରେ ଚାଷୀ ଏବେ ଚିନ୍ତାରେ,ଚାଷୀ ଆଉ କିଛିଦିନ ପରେ ଧାନ ଅମଳ କରି ଖଳାକୁ ନେଇଥାନ୍ତେ, କିନ୍ତୁ ମୌସୁମୀ ବର୍ଷା ସେମାନଙ୍କ ଅଣ୍ଟା ଭାଙ୍ଗି ଦେଇଛି

Leave a Reply

Your email address will not be published. Required fields are marked *