IFS ଅଫିସର ପ୍ରଦୀପ ରାୱତ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ନିଯୁକ୍ତ, ଏବେ ନେଦରଲ୍ୟାଣ୍ଡସରେ ଭାରତୀୟ ରାଷ୍ଟ୍ରଦୂତ ଅଛନ୍ତି ପ୍ରଦୀପ, ପ୍ରଦୀପ ୧୯୯୦ ବ୍ୟାଚ୍‌ର ଭାରତୀୟ ବୈଦେଶିକ ସେବା ଅଧିକାରୀ, ବୈଦେଶିକ ମନ୍ତ୍ରାଳୟର ପୂର୍ବ ଏସୀୟ ଡିଭିଜନରେ କାମ କରିଛନ୍ତି ପ୍ରଦୀପ

Leave a Reply

Your email address will not be published. Required fields are marked *