ବ୍ରହ୍ମପୁରରେ ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ହତ୍ୟା ଘଟଣା, ଜଣେ ନାବାଳକ ସମେତ ୬ ଅଭିଯୁକ୍ତ ବ୍ରହ୍ମପୁର ପୋଲିସ ଦ୍ବାରା ଗିରଫ, ୪ ଜଣ ରାଜ୍ୟ ବାହାରୁ ଓ ଅନ୍ୟ ଜଣେ ଅଭିଯୁକ୍ତ ରାଉରକେଲାରୁ ଗିରଫ, ୩ ଖଣ୍ଡା, ୨ଟି ବାଇକ, ୬ଟି ମୋବାଇଲ ଫୋନ ଓ ୨ଟି ବାଡ଼ି ଜବତ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ସୂଚନା

Leave a Reply

Your email address will not be published. Required fields are marked *