ଆସାମରେ ଭୟଙ୍କର ବନ୍ୟାରେ ୭୬ ଜଣଙ୍କ ମୃତ୍ୟୁ ; ଏମିତି କିଛି ହୃଦୟ ବିଦାରକ ଚିତ୍ର ଦେଖନ୍ତୁ, ଅନୁମାନ କରିପାରିବେ ବନ୍ୟାର ପ୍ରକୋପ

ଆସାମ ବର୍ତ୍ତମାନ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସାମନା କରୁଛି । ବନ୍ୟା ଜଳ ଅନେକ ନଦୀ ବନ୍ଧକୁ ଭାଙ୍ଗି ରାଜ୍ୟ ସାରା ପୋଲ ଓ ରାସ୍ତାଗୁଡ଼ିକୁ ନଷ୍ଟ କରିଦେଇଛି । ବନ୍ୟା ଯୋଗୁଁ କାଜିରଙ୍ଗା ନ୍ୟାସନାଲ୍ ପାର୍କର ୮୦% ଭାଗ ପାଣିରେ ବୁଡ଼ି ରହିଛି।

ଆସାମରେ ପ୍ରଳୟଙ୍କାରୀ ବନ୍ୟା: ୪୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି; ୭୬ ଜଣଙ୍କ ମୃତ୍ୟୁ ହେଲାଣି
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁଯାୟୀ ଏହି ବନ୍ୟା ଦ୍ୱାରା ଏ ପର୍ଯ୍ୟନ୍ତ ରାଜ୍ୟର ୩୩ଟି ଜିଲ୍ଲାରେ ୩,୨୧୮ଟି ଗାଁ ଓ ମୋଟ ୩୯,୭୯,୫୬୩ ଲୋକ ପ୍ରଭାବିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *