ଦିଲ୍ଲୀରେ ପହଞ୍ଚୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କ ସକାଶେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ ମାର୍ଗଦର୍ଶିକା ଜାରି କରିଛନ୍ତି। ନୂଆ ମାର୍ଗଦର୍ଶିକା ଅନୁସାରେ, ସମ୍ପୃକ୍ତ ଯାତ୍ରୀମାନେ ନିଜ ବ୍ୟୟରେ ୭ ଦିନ ସରକାରୀ କ୍ବାରେଣ୍ଟିନ୍‌ରେ ରହିବା ପରେ ଆଉ ଗୋଟିଏ ସପ୍ତାହ ହୋମ୍‌ କ୍ବାରେଣ୍ଟିନ୍‌ରେ ରହିବେ।

Leave a Reply

Your email address will not be published. Required fields are marked *