ଅନଲାଇନରେ ଶିଶୁଙ୍କୁ ଯୌନ ଶୋଷଣ ଅଭିଯୋଗ ମାମଲା, ଢେଙ୍କାନାଳ କଲୋନୀସାହିର ସୁରେନ୍ଦ୍ର ନାଏକକୁ ଗିରଫ କଲା ସିବିଆଇ, ଅଶ୍ଳୀଳ ଫିଲ୍ମ ସେୟାର ଓ ସେଥିରୁ ରୋଜଗାର ନେଇ ଗିରଫ, ଗିରଫ ପରେ ସୁରେନ୍ଦ୍ରକୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଚାଲାଣ କରାଗଲା

Leave a Reply

Your email address will not be published. Required fields are marked *