ରାଜ୍ୟରେ ଆଜି ୨୭ ଜିଲ୍ଲାରୁ ୧୨୬୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୮୪୭ ଓ ସ୍ଥାନୀୟ ଅଞ୍ଚଳରୁ ୪୧୭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି

ରାଜ୍ୟରେ ଆଜି ୨୭ ଜିଲ୍ଲାରୁ ୧୨୬୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୮୪୭ ଓ ସ୍ଥାନୀୟ ଅଞ୍ଚଳରୁ ୪୧୭ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ହଜାର ୯୯କୁ ବୃଦ୍ଧି

ଗଞ୍ଜାମରୁ ସର୍ବାଧିକ ୫୪୦ କୋରୋନା ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧା ୧୩୭, ରାୟଗଡ଼ା ୮୪, ଗଜପତିରୁ ୭୪ ଆକ୍ରାନ୍ତ ଚିହ୍ନଟ । ନୟାଗଡ଼ ୬୧, ସୁନ୍ଦରଗଡ଼ ୬୦, କଟକରୁ ୪୭ ପଜିଟିଭ

ଭଦ୍ରକ ୩୦, କନ୍ଧମାଳ ୨୯, କୋରାପୁଟରୁ ୨୭ ପଜିଟିଭ । କେନ୍ଦୁଝର ୨୫, ବରଗଡ଼ ୨୪, ପୁରୀ ୨୨, ସମ୍ବଲପୁରରୁ ୨୦ ପଜିଟିଭ । ଯାଜପୁର ୧୭, ମୟୂରଭଞ୍ଜ ୧୫, ବାଲେଶ୍ବରରୁ ୯ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ରାପଡ଼ା ୮, କଳାହାଣ୍ଡି ଓ ଅନୁଗୁଳରୁ ୭ ଜଣ ଲେଖାଏଁ ଚିହ୍ନଟ । ଢେଙ୍କାନାଳରୁ ୬, ଜଗତସିଂହପୁର ଓ ନବରଙ୍ଗପୁରରୁ ୪ ଜଣ ଲେଖାଏଁ ଚିହ୍ନଟ । ଝାରସୁଗୁଡ଼ାରୁ ୩, ବୌଦ୍ଧରୁ ୨, ବଲାଙ୍ଗିର ଓ ନୂଆପଡ଼ାରୁ ୧-୧ ଚିହ୍ନଟ

 

Leave a Reply

Your email address will not be published. Required fields are marked *