ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୫୯୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୦୬୭ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଚିହ୍ନଟ

ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୫୯୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୦୬୭ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଚିହ୍ନଟ

ଗଞ୍ଜାମରୁ ସର୍ବାଧିକ ୭୩୨ ଓ ଖୋର୍ଦ୍ଧାରୁ ୩୨୦ ଆକ୍ରାନ୍ତ ଚିହ୍ନଟ । କଟକରୁ ୧୩୬, ଭଦ୍ରକରୁ ୬୦, ସୁନ୍ଦରଗଡ଼ରୁ ୫୬ ଜଣ ପଜିଟିଭ ।
ବୌଦ୍ଧ ୪୧, କୋରାପୁଟ ୩୩, ମୟୂରଭଞ୍ଜରୁ ୩୨ ଆକ୍ରାନ୍ତ ଚିହ୍ନଟ
ପୁରୀ ୩୦, ବାଲେଶ୍ବର ୨୨, କେନ୍ଦୁଝର ୨୦, କନ୍ଧମାଳରୁ ୧୭ ପଜିଟିଭ । ସମ୍ବଲପୁର ୧୩, ଅନୁଗୁଳ ଓ ନୟାଗଡ଼ରୁ ୧୦ ଜଣ ଲେଖାଏଁ ଚିହ୍ନଟ । କେନ୍ଦ୍ରାପଡ଼ା ଓ ମାଲକାନଗିରିରୁ ୯ ଜଣ ଲେଖାଏଁ ଚିହ୍ନଟ । ଝାରସୁଗୁଡ଼ା ଓ ବରଗଡ଼ରୁ ୮ ଜଣ ଲେଖାଏଁ ଚିହ୍ନଟ

Leave a Reply

Your email address will not be published. Required fields are marked *