ସେପ୍ଟେମ୍ବର ୧୯ରୁ ସଂଯୁକ୍ତ ଆରବ ଏମିରେଟ୍‌ସରେ ଖେଳାଯିବ IPL କ୍ରିକେଟ । ଟୁର୍ଣ୍ଣାମେଣ୍ଟକୁ ସରକାରଙ୍କ ସବୁଜ ସଙ୍କେତ, ନଭେମ୍ବର ୮ରେ ଫାଇନାଲ । ଦୁବାଇ, ଆବୁ ଧାବି ଓ ଶାରଜାହରେ IPL ମ୍ୟାଚ୍‌ ଖେଳାଯିବ: IPL ଅଧ୍ୟକ୍ଷ । ୨୦୨୦ ମାର୍ଚ ୨୯ରୁ IPL ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାର ଥିଲା

Leave a Reply

Your email address will not be published. Required fields are marked *