୨୪ ଘଣ୍ଟାରେ କଟକ ସହରରେ ୯୩ କୋରୋନା ପଜିଟିଭ, ହୋମ୍‌ କ୍ବାରେଣ୍ଟାଇନ୍‌ରୁ ୭୬, ସରକାରୀ କ୍ବାରେଣ୍ଟାଇନ୍‌ରୁ ୩ ପଜିଟିଭ୍‌, ସ୍ଥାନୀୟ ଅଞ୍ଚଳରୁ ୧୪ କୋରୋନା ଆକ୍ରାନ୍ତ ଚିହ୍ନଟ, ଡଗରପଡ଼ା ବାଣୀନଗରରୁ ୨୪, ବକ୍ସି ବଜାର ବାସୁଳୀ ସାହିରୁ ୨୩ ଚିହ୍ନଟ, କଟକ ସହରରେ କୋରୋନା ପଜିଟିଭ୍‌ ସଂଖ୍ୟା ୫୭୯କୁ ବୃଦ୍ଧି

Leave a Reply

Your email address will not be published. Required fields are marked *