କୃଷି ଆଇନ ପ୍ରତ୍ୟାହାରକୁ ସ୍ବାଗତ କଲେ ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଅମର ପଟ୍ଟନାୟକ

ରାଜ୍ୟସଭାରେ ବିଜେଡି କୃଷି ଆଇନରେ ସଂଶୋଧନ ଚାହିଁଥିଲା। ପୁନଃ ସମୀକ୍ଷା ପାଇଁ ସିଲେକ୍ଟ କମିଟିକୁ ପଠାଇବା ଲାଗି ଦାବି କରିଥିଲୁ। ହୃଦୟ ଓ ଆତ୍ମାରେ CM ସର୍ବଦା ଚାଷୀଙ୍କ ସପକ୍ଷରେ ଛିଡ଼ା ହୋଇଛନ୍ତି : ଅମର

Leave a Reply

Your email address will not be published. Required fields are marked *