ରାଜ୍ୟରେ କୋରୋନା ନେଲା ଆଉ ୧୦ ଜଣଙ୍କ ଜୀବନ । ଗଞ୍ଜାମରୁ ସର୍ବାଧିକ ୬ ଜଣଙ୍କ କୋରୋନାରେ ମୃତ୍ୟୁ । ଖୋର୍ଦ୍ଧାରୁ ୨, ଗଜପତି ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ମୃତ । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି

Leave a Reply

Your email address will not be published. Required fields are marked *