ସାରା ରାଜ୍ୟରୁ ଆଉ ୧୩୭୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ

ସାରା ରାଜ୍ୟରୁ ଆଉ ୧୩୭୬ କୋରୋନା ଆକ୍ରାନ୍ତ ଚିହ୍ନଟ, ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୪୮୪ କୋରୋନା ଆକ୍ରାନ୍ତ ଚିହ୍ନଟ
ଖୋର୍ଦ୍ଧାରୁ ୧୮୭, କେନ୍ଦୁଝରରୁ ୧୦୩, ପୁରୀରୁ ୯୧, କଟକରୁ ୭୫, ଗଜପତିରୁ ୭୪, ରାୟଗଡ଼ାରୁ ୪୫, ସୁନ୍ଦରଗଡ଼ରୁ ୩୩, ନୟାଗଡ଼ରୁ ୩୦,
ବାଲେଶ୍ବରରୁ ୨୯, ମୟୂରଭଞ୍ଜରୁ ୨୨, ନବରଙ୍ଗପୁରରୁ ୨୧, ବଲାଙ୍ଗିରରୁ ୧୯, ମାଲକାନଗିରି ଓ ଢେଙ୍କାନାଳରୁ ୧୫ ଜଣ ଲେଖାଏଁ ଚିହ୍ନଟ, ସମ୍ବଲପୁରରୁ ୧୭, କନ୍ଧମାଳରୁ ୧୨ ଜଣ ପଜିଟିଭ
ଦେବଗଡ଼, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ାରୁ ୧୧-୧୧ ଚିହ୍ନଟ, ଭଦ୍ରକରୁ ୧୦, ବୌଦ୍ଧ ଓ ଯାଜପୁରରୁ ୮-୮, ବରଗଡ଼, କୋରାପୁଟରୁ ୭-୭, ଝାରସୁଗୁଡ଼ାରୁ ୬ ଜଣ, ଅନୁଗୁଳ, ସୋନପୁରରୁ ୫-୫, ନୂଆପଡ଼ାରୁ ୪ ଜଣ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି, ୧୫,୯୨୮ ସୁସ୍ଥ, ୯,୨୮୭ ଚିକିତ୍ସିତ

Leave a Reply

Your email address will not be published. Required fields are marked *