କଟକ ଜିଲ୍ଲାର ନୂଆ ୭୫ କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସହରର ୫୭ ଜଣ । ସ୍ଥାନୀୟ ଅଞ୍ଚଳରୁ ୮ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ । ସରକାରୀ କ୍ବାରେଣ୍ଟାଇନ୍‌ରୁ ୬, ହୋମ୍‌ କ୍ବାରେଣ୍ଟାଇନରୁ ୨୬ ଆକ୍ରାନ୍ତ । ପେଡ୍‌ ହୋମ୍‌ କ୍ବାରେଣ୍ଟାଇନରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ । କଟକ ସହରରେ କୋରୋନା ପଜିଟିଭ୍‌ ସଂଖ୍ୟା ୬୭୧କୁ ବୃଦ୍ଧି

Leave a Reply

Your email address will not be published. Required fields are marked *