ଫ୍ରାନ୍ସରୁ ଆସିବ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ : ବୁଧବାର ଦିନ ହରିୟାଣାର ଅମ୍ବାଲା ବିମାନଘାଟିରେ ପହଞ୍ଚିବ 5 ବିମାନ

ଫ୍ରାନ୍ସରୁ ଆଜି ଆସିବ ପ୍ରଥମ ରାଫେଲ୍ ଯୁଦ୍ଧ ବିମାନ | ଆଜି ଫ୍ରାନ୍ସ ରୁ ଉଡାଣ ଭରିଥିବା 5 ଟି ଯୁଦ୍ଧ ବିମାନ ବୁଧବାର ଦିନ ହରିୟାଣାର ଅମ୍ବାଲା ବିମାନଘାଟିରେ ପହଞ୍ଚିବ | ମଝିରେ ୟୁଏଇ ଆବୁଧାବି ରେ ଅଟକିବ ଏହି ବିମାନ | ଆସୁଥିବା ମୋଟ 5 ଟି ବିମାନ ମଧ୍ୟରୁ 3 ଟି ଟ୍ରେନର ହୋଇଥିବା ବେଳେ 2 ଟି ଲଢୁଆ ବିମାନ | ଫ୍ରାନ୍ସ ରୁ ସମୁଦାୟ 36 ଟି ରାଫେଲ ବିମାନ କିଣିବ ଭାରତ |

Leave a Reply

Your email address will not be published. Required fields are marked *