ବରିଷ୍ଠ IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ରାଜ କୁମାର ଶର୍ମା ହେଲେ କୃଷି ଉତ୍ପାଦନ କମିଶନର । ଅନୁ ଗର୍ଗ ହେଲେ ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ।

Leave a Reply

Your email address will not be published. Required fields are marked *