୨୪ ଘଣ୍ଟାରେ କଟକ ସହରରେ ଆଉ ୬୫ କୋରୋନା ପଜିଟିଭ୍‌ ଚିହ୍ନଟ, କଟକ ଜିଲ୍ଲାରୁ ୧୩୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲାପାଳଙ୍କ ସୂଚନା,ନିଶ୍ଚିନ୍ତକୋଇଲିରୁ ୨୪, ବାଙ୍କୀରୁ ୧୪, ଡମପଡ଼ାରୁ ୧୨, ବାରଙ୍ଗରୁ ୨ , ତିଗିରିଆରୁ ୫,ମାହାଙ୍ଗାରୁ ୩, ସଦର ବ୍ଲକ୍‌ରୁ ୨, ନରସିଂହପୁର, ନିଆଳି ଓ ଟାଙ୍ଗୀରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ

Leave a Reply

Your email address will not be published. Required fields are marked *