ଭୁବନେଶ୍ବରରେ ଆଜି ୧୫୯ କୋରୋନା ପଜିଟିଭ୍‌ ଚିହ୍ନଟ, ୧୦୨ ସୁସ୍ଥ, କ୍ବାରେଣ୍ଟାଇନ୍‌ରୁ ୧୧୮ ଓ ସ୍ଥାନୀୟ ଅଞ୍ଚଳରୁ ୪୧ ଆକ୍ରାନ୍ତ ଚିହ୍ନଟ, ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୨ ହଜାର ୧୫୦କୁ ବୃଦ୍ଧି, ୨୧୫୦ ପଜିଟିଭ୍‌ରୁ ୧୨ ମୃତ; ୧,୦୧୧ ସୁସ୍ଥ ଓ ୧୧୨୫ ଚିକିତ୍ସାଧୀନ

ନୟାପଲ୍ଲୀ ତ୍ରିନାଥ ବସ୍ତିରୁ ୪୪ ଜଣ କୋରୋନା ପଜିଟିଭ୍‌, ଆଇଗିଣିଆ ଆଳୁ ଗଦି ଅଞ୍ଚଳରୁ ୨୦ ଜଣ ପଜିଟିଭ୍‌ ଚିହ୍ନଟ, ୟୁନିଟ୍‌-୩ ଖାରବେଳ ନଗରରୁ ୧୩ ଜଣ କୋରୋନା ଆକ୍ରାନ୍ତ

Leave a Reply

Your email address will not be published. Required fields are marked *