କୋରାପୁଟ ଜିଲ୍ଲାର ୪ ପୌରାଞ୍ଚଳ ଓ ୩ ପଞ୍ଚାୟତରେ ଜୁଲାଇ ୩୧ ଯାଏ ଲକ୍‌ଡାଉନ ବଢ଼ାଇଲା ଜିଲ୍ଲା ପ୍ରଶାସନ, କୋରାପୁଟ, ସୁନାବେଡ଼ା, ଜୟପୁର ଓ କୋଟପାଡ଼ ପୌରାଞ୍ଚଳରେ ବଢ଼ିଲା, ଲକ୍ଷ୍ମୀପୁର, ଚାରାଙ୍ଗୁଲ ଓ ମାଥାଲପୁଟରେ ବି ବଢ଼ିଲା ଲକ୍‌ଡାଉନ ଅବଧି, ପୂର୍ବରୁ ଏସବୁ ଅଞ୍ଚଳକୁ ଆଜି ଯାଏ ଲକ୍‌ ଡାଉନ ଘୋଷଣା କରାଯାଇଥିଲା

Leave a Reply

Your email address will not be published. Required fields are marked *