କଳାହାଣ୍ଡି ଭବାନୀପାଟଣା ଥାନା ମେଦିନୀପୁର ଗାଁରେ ଅଭାବନୀୟ ଘଟଣା । ବିଦ୍ୟୁତ୍‌ ଆଘାତରେ ଚାଷ ଜମିରେ ଟଳିପଡ଼ିଲେ ଚାଷୀ ଓ ବଳଦ । ଜମିରେ ହଳ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲେ ଚାଷୀ । ମୃତ ଚାଷୀ ମେଦିନୀପୁର ଗାଁର କୈଳାସ ଚନ୍ଦ୍ର ସାହୁ

Leave a Reply

Your email address will not be published. Required fields are marked *