ଭଦ୍ରକ ଚାନ୍ଦବାଲି ଆରଆଇ ସୁବ୍ରତ ମଲ୍ଲିକ ଗିରଫ । ୩ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ । ଉତ୍ତରାଧିକାରୀ ପ୍ରମାଣପତ୍ର ଦେବା ପାଇଁ ନେଉଥିଲେ ଲାଞ୍ଚ

Leave a Reply

Your email address will not be published. Required fields are marked *