କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ପ୍ଲାଜମା ଥେରାପି ବ୍ୟବସ୍ଥାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ଲାଜ୍‌ମା ଥେରାପି ସଂପର୍କିତ ଭିଡିଓ ଚିତ୍ରକୁ ମଧ୍ୟ ଉଦ୍‌ଘାଟନ କଲେ । ପ୍ଲାଜ୍‌ମା ଦାନ ପାଇଁ ପୋର୍ଟାଲ ଓ ପୁସ୍ତିକାର ମଧ୍ୟ ଉନ୍ମୋଚନ କଲେ

ପ୍ଲାଜମା ଥେରାପି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ । ଖୁବ୍‌ଶୀଘ୍ର ରାଉରକେଲା, ବୁର୍ଲା ଓ ବ୍ରହ୍ମପୁରରେ ହେବ ପ୍ଲାଜମା ବ୍ୟାଙ୍କ । ପ୍ଲାଜମା ଦାତାମାନଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ପ୍ଲାଜମା ଦାନକୁ ଏକ ଆନ୍ଦୋଳନରେ ପରିଣତ କରିବାକୁ CMଙ୍କ ଆହ୍ବାନ । କାହାରିକୁ ଅତ୍ୟାଧୁନିକ ଡାକ୍ତରୀ ସେବାରୁ ବଞ୍ଚିତ କରାଯିବ ନାହିଁ

Leave a Reply

Your email address will not be published. Required fields are marked *