ମାଲକାନଗିରିରେ ପୁଣି ୪ଦିନିଆ ସଟଡାଉନ । ଆଜି ରାତି ୯ଟାରୁ ୨ତାରିଖ ରାତି ୧୨ଟା ଯାଏଁ ସଟଡାଉନ । ମାଲକାନଗିରି ପୌରାଞ୍ଚଳ, ବାଲିମେଳା ଏନଏସିକୁ ସଟଡାଉନ ଘୋଷଣା । ସଂକ୍ରମଣ ବୃଦ୍ଧି ରୋକିବାକୁ ପ୍ରଶାସନର ପଦକ୍ଷେପ ।

Leave a Reply

Your email address will not be published. Required fields are marked *