କୋରୋନାରେ ମୃତ୍ୟ ହୋଇଥିବା ୨ ସାମ୍ବାଦିକ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ, ଗଜପତିର କେ.ସିଏଚ୍. ରତ୍ନମଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

୨ ସାମ୍ବାଦିକ ଗଞ୍ଜାମର ପ୍ରିୟଦର୍ଶୀ ପଟ୍ଟନାୟକ, ଗଜପତିର କେ.ସିଏଚ୍. ରତ୍ନମ । ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କ ସୂଚନା | କୋଭିଡରେ ମୃତ୍ୟୁ ହେଲେ ୧୫ ଲକ୍ଷର ସହାୟତା ଘୋଷଣା କରିଥିଲେ ସରକାର ।

Leave a Reply

Your email address will not be published. Required fields are marked *